୧୦ ଦଫା ଦାବି ନେଇ ଜୁନ୍‌ ୨୬ରେ ଭୁବନେଶ୍ୱରରେ ଗର୍ଜିବ ପାଚକ-ପାଚିକା ମହାସଂଘ

ରାୟଗଡା: ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ନିଖିଲ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଠକ୍କର ବାପା ଆଶ୍ରମ ପରିସରରେ ଶୁକ୍ରବାର ଜିଲ୍ଳାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଯୋଗଥିଲେ। ୨୦୦୯ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ୩୬ମାସର ବକେୟା … Continue reading ୧୦ ଦଫା ଦାବି ନେଇ ଜୁନ୍‌ ୨୬ରେ ଭୁବନେଶ୍ୱରରେ ଗର୍ଜିବ ପାଚକ-ପାଚିକା ମହାସଂଘ